logo

ଆଦିବାସୀ ଙ୍କ ଜମିରେ ବ୍ଲାଷ୍ଟିଙ୍ଗ କରି ପୋଖୋରୀ ଖୋଲିଲେ ଶିଳ୍ପପତି

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ପାଇକସାହି ସ୍ଥିତ ଟ!ପଢ଼ୋଲ ପଞ୍ଚାୟତ ବଡ଼ ଦାଦର୍ ପାହାଡ଼ ନିକଟରେ ଚାଲିଛି ବେଧଡକ ପୋଖରୀ ଖୋଳା ଜନସାଧାରଣ ଏବଂ ପ୍ରଶାସନିକ ଅଧିକାରୀ ନୀରବ ଦ୍ରଷ୍ଟା । କାହା ବଳରେ ବଳିଆନ ହୋଇ ଦିନ ଦିପହରେ ବ୍ଲାଷ୍ଟିଂଙ୍ଗ କରୁଛନ୍ତି ଶିଳ୍ପପତି।

4
569 views